Home ଓଡ଼ିଶା ରାଷ୍ଟ୍ରାୟତ ବ୍ୟାଙ୍କ ତିନବର୍ଷ ମଧ୍ୟରେ ୧୦ ହଜାର କୋଟିରୁ ଅଧିକ ଟଙ୍କା ଆଦାୟ କରିଛନ୍ତି ।

ରାଷ୍ଟ୍ରାୟତ ବ୍ୟାଙ୍କ ତିନବର୍ଷ ମଧ୍ୟରେ ୧୦ ହଜାର କୋଟିରୁ ଅଧିକ ଟଙ୍କା ଆଦାୟ କରିଛନ୍ତି ।

69
0

ଘରୋଇ ଓ ବେସରକାରୀ ବ୍ୟାଙ୍କଗୁଡିକ ୨୧୯ ଜଣ ଋଣ ଖିଲାପକାରୀଙ୍କୁ ଚିହ୍ନଟ କରିଛନ୍ତି ଏବଂ ସେମାନଙ୍କଠାରୁ ୧୨ ହଜାର ୩୩୮ କୋଟି ଟଙ୍କା ଆଦାୟ କରାଯିବ। ରାଷ୍ଟ୍ରାୟତ ବ୍ୟାଙ୍କଗୁଡିକ ଋଣ ଖିଲାପକାରୀଙ୍କ ବିରୋଧରେ ସିବିଆଇ ନିକଟରେ ଅଭିଯୋଗ କରିଥାଆନ୍ତି।  ସିବିଆଇ ନିକଟରେ ଏ ସଂକ୍ରାନ୍ତୀୟ ୫୧୨ଟି ମାମଲା ରୁଜ୍ଜୁ ହୋଇଛି ବୋଲି ସେ କହିଛନ୍ତି।

 

LEAVE A REPLY

Please enter your comment!
Please enter your name here