Home ଅପରାଧ ବିଧାୟକ ପ୍ରକାଶ ସୋରେନ୍ ଆଜି ଗିରଫ ହୋଇଛନ୍ତି ।

ବିଧାୟକ ପ୍ରକାଶ ସୋରେନ୍ ଆଜି ଗିରଫ ହୋଇଛନ୍ତି ।

72
0

ବାରିପଦା  ୪ ।୯ ( ଆମ ଭାରତ ): ମୟୂରଭଞ୍ଜର ବାରିପଦା ବିଧାୟକ ପ୍ରକାଶ ସୋରେନ୍ ଆଜି ଗିରଫ ହୋଇଛନ୍ତି । ମୟୂରଭଞ୍ଜ ଆଇଟିଡି ସହକାରୀ ଯନ୍ତ୍ରୀଙ୍କୁ ମାଡ ମାରିବା ଘଟଣାରେ ବିଧାୟକଙ୍କୁ ଗିରଫ କରାଯାଇଛି । ବିଧାୟକଙ୍କ ୨ ସହଯୋଗୀଙ୍କୁ ଟାଉନ୍ ଥାନା ପୋଲିସ ଅଟକ ରଖିଛି । ତେବେ ଆହତ ସହକାରୀ ଯନ୍ତ୍ରୀ ଗଣପତି ଜେନା ପିଆରଏମ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here