Home ଓଡ଼ିଶା ବିଧାୟକ ସୌମ୍ୟ ରଞ୍ଜନଙ୍କୁ କରୋନା ।

ବିଧାୟକ ସୌମ୍ୟ ରଞ୍ଜନଙ୍କୁ କରୋନା ।

59
0

ଭୁବନେଶ୍ୱର, ୧୧ା୮( ଆମ ଭାରତ ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସେଥିରୁ ଫିଲ୍ମ ଷ୍ଟାର ଠାରୁ ଆରମ୍ଭ କରି ନେତା ମନ୍ତ୍ରୀ କେହି ବି ବାଦ ପଡ଼ୁ ନାହାନ୍ତି । ଏହାରି ମଧ୍ୟରେ ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ କରୋନା ହୋଇଥିବା ସୂଚନା ମିଳିଛି । ଏନେଇ ଟ୍ୱିଟ କରି ନିଜେ ସୌମ୍ୟରଞ୍ଜନ ସୂଚନା ଦେଇଛନ୍ତି । ଏହାସହ ସେ କହିଛନ୍ତି ଯେ ସେ ସୁସ୍ଥ ଅଛନ୍ତି । ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଡାକ୍ତରୀ ପରାମର୍ଶ ପାଇଁ ଅନୁରୋଧ ମଧ୍ୟ ସେ କରିଛନ୍ତି ।

LEAVE A REPLY

Please enter your comment!
Please enter your name here