Home ଅପରାଧ ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୩୭କୁ ବୃଦ୍ଧି ।

ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୩୭କୁ ବୃଦ୍ଧି ।

141
0

ଭୁବନେଶ୍ୱର ( ଆମ ଭାରତ ) ୧୬/୫ : 

-ଏବେ ରାଜ୍ୟରେ ୫୬୮ ଜଣ ଚିକିତ୍ସିତ ହେଉଛନ୍ତି, ୧୬୬ ଜଣ ସୁସ୍ଥ ଓ ୩ ମୃତ
-ମୟୂରଭଞ୍ଜରେ ୨ ପଜିଟିଭ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ।
-କେନ୍ଦ୍ରାପଡ଼ାରେ ୪ ପଜିଟିଭ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୬ ।
-ନୟାଗଡ଼ରେ ୨ ପଜିଟିଭ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬
-ଖୋର୍ଦ୍ଧାରେ ୩ ନୂଆ ପଜିଟିଭ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୬ ।
-କଟକରେ ୬ ନୂଆ ପଜିଟିଭ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ।
-ପୁରୀରେ ଆଉ ୪ ଆକ୍ରାନ୍ତ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮
-ଯାଜପୁରରେ ଆଉ ୩୧ କୋରୋନା ଆକ୍ରାନ୍ତ ଚିହ୍ନଟ ।
-ଯାଜପୁରରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୧କୁ ବୃଦ୍ଧି
-ଗଞ୍ଜାମରେ ଆଉ ୧୩ କୋରୋନା ଆକ୍ରାନ୍ତ ଚିହ୍ନଟ । ସଂଖ୍ୟା ୨୭୭କୁ ବୃଦ୍ଧି
-୨୪ ଘଣ୍ଟାରେ ରାଜ୍ୟରେ ଟେଷ୍ଟ ହୋଇଛି ୪୨୨୧ଟି ସାମ୍ପଲ । ସମୁଦାୟ ୮୬ ହଜାର ୧୪୦ ସାମ୍ପଲ ମଧ୍ୟରୁ ୭୩୭ଟି ପଜିଟିଭ ।

LEAVE A REPLY

Please enter your comment!
Please enter your name here