କେନ୍ଦ୍ରାପଡ଼ା ( ଆମ ଭାରତ ) ୧୪/୫ : କେନ୍ଦ୍ରାପଡ଼ାରେ ୧୩ ନୂଆ ପଜିଟିଭ ଚିହ୍ନଟ, ସମସ୍ତେ ସୁରତ ଫେରନ୍ତା ।
ସମସ୍ତ ପଜିଟିଭ ମହାକାଳପଡ଼ା, କେନ୍ଦ୍ରାପଡ଼ା ଓ ରାଜକନିକା କ୍ବାରେଣ୍ଟାଇନ୍ କେନ୍ଦ୍ରରେ ଥିଲେ ।
କେନ୍ଦ୍ରାପଡ଼ାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୨କୁ ବୃଦ୍ଧି ।
ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୨୪ରେ ପହଞ୍ଚିଲା ।