Home ଅପରାଧ ୨୩ କରୋନା ସଂକ୍ରମିତ ଚିହ୍ନଟ ।

୨୩ କରୋନା ସଂକ୍ରମିତ ଚିହ୍ନଟ ।

239
0

ଭୁବନେଶ୍ୱର ( ଆମ ଭାରତ ) ୧୨/୫ : ଓଡିଶାରେ ବୃଦ୍ଧି ପାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟରେ ଆଉ ୨୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୪୩୭କୁ ବୃଦ୍ଧି ପାଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ୨୩ ସଂକ୍ରମିତଙ୍କ ମଧ୍ୟରୁ ବାଲେଶ୍ୱରରୁ ୧୫ ଜଣ ଚିହ୍ନଟ ହୋଇଥିବାବେଳେ ଗଞ୍ଜାମ ରୁ ୩ଜଣ, ଯାଜପୁରରୁ ୩ ଜଣ, ପୁରୀ ଓ ବୌଦ୍ଧରୁ ଜଣେ ଜଣେ ଆକ୍ରାନ୍ତ ହୋଇଛନ୍ତି ।ଏବେ ରାଜ୍ୟରେ ୩୪୯ ଆକ୍ଟିଭ କେସ ରହିଛି । ଅପରପକ୍ଷରେ ୮୫ ଜଣ ସୁସ୍ଥ ହୋଇଥିବାବେଳେ ୩ ଜଣଙ୍କର କରୋନା ଯୋଗୁଁ ରାଜ୍ୟରେ ମୃତ୍ୟୁ ହୋଇଛି ।

LEAVE A REPLY

Please enter your comment!
Please enter your name here