Home ଅପରାଧ ସରକାର କେଉଁ ଜିଲ୍ଲାକୁ କେଉଁ ଜୋନ କଲେ ?

ସରକାର କେଉଁ ଜିଲ୍ଲାକୁ କେଉଁ ଜୋନ କଲେ ?

449
0

ଭୁବନେଶ୍ୱର,୩ ।୫

( ଆମ ଭାରତ ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାର ଦେଖି ବିଭିନ୍ନ ଜିଲ୍ଲାକୁ ଜୋନରେ ବିଭକ୍ତ କରିଛନ୍ତି ରାଜ୍ୟ ସରକାର ।

-ରେଡ ଜୋନରେ ଭୁବନେଶ୍ୱର, ବାଲେଶ୍ୱର, ଭଦ୍ରକ, ଯାଜପୁର

-ଅରେଞ୍ଜ ଜୋନରେ ୧୧ଟି ଜିଲ୍ଲା : ଖୋର୍ଦ୍ଧା ଜିଲ୍ଲା (ବିଏମସି ଛାଡି), ସୁନ୍ଦରଗଡ, କେନ୍ଦ୍ରାପଡା, କୋରାପୁଟ, କେନ୍ଦୁଝର, ଦେବଗଡ, ଝାରସୁଗୁଡା, ବଲାଙ୍ଗୀର, ଢେଙ୍କାନାଳ, କଳାହାଣ୍ଡି, ଗଞ୍ଜାମ

-ଗ୍ରୀନ ଜୋନରେ : ଅନୁଗୁଳ, ବରଗଡ, ବୌଦ୍ଧ, ସମ୍ବଲପୁର, ଗଜପତି ଜଗତସିଂହପୁର, କନ୍ଧମାଳ, ମାଲକାନଗିର, ମୟୁରଭଞ୍ଜ, ନବରଂଗପୁର, ନୟାଗଡ, ନୂଆପଡା, ରାୟଗଡା, ସୋନପୁର, କଟକ ଏବଂ ପୁରୀ |

-ଗ୍ରୀନ ଜୋନରେ କରୋନା ପଜିଟିଭ୍‌ ଚିହ୍ନଟ ହେଲେ ଗ୍ରୀନ୍‌ ଜିଲ୍ଲା ହୋଇଯିବ ଅରେଞ୍ଜ

LEAVE A REPLY

Please enter your comment!
Please enter your name here