Home ଓଡ଼ିଶା ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀଙ୍କ ପରଲୋକ ।

ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀଙ୍କ ପରଲୋକ ।

303
0

ଭୁବନେଶ୍ୱର, ୧୪।୫ ( ଆମ ଭାରତ ): ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କ ପରଲୋକ ଘଟିଛି। କ୍ୟାପିଟାଲ ହସ୍ପିଟାଲରେ ୯୯ ବର୍ଷ ବୟସରେ ଭବାନୀ ଚରଣଙ୍କ ଦେହାନ୍ତ ହୋଇଛି। ଏଥି ପାଇଁ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆତ୍ମର ସଦଗତି  କାମନା କରିଛନ୍ତି , ଏବଂ ବହୁତ ଗୁଣ ଗାନ କରିଛନ୍ତି । ଦୁଃଖ ପ୍ରକାଶ ବି କରିଥିଲେ ।ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଭବାନୀ ପଟ୍ଟନାୟକଙ୍କୁ ଜଣେ ମହାନ ଦେଶପ୍ରେମୀ ଭାବରେ ବର୍ଣ୍ଣନା କରିଛନ୍ତି। ଯିଏ ସାଧାରଣ ଲୋକଙ୍କ ଉଦ୍ଦେଶ୍ୟରେ ନିଜର ଜୀବନ ଉତ୍ସର୍ଗ କରିଥିଲେ।ସେ ବିଜୁ ବାବୁଙ୍କର ଜଣେ ଘନିଷ୍ଠ ସହଯୋଗୀ ଥିଲେ।

LEAVE A REPLY

Please enter your comment!
Please enter your name here