Home ଅପରାଧ ରାଜ୍ୟରେ ଆଉ ୬ ପଜେଟିଭ୍ , ଆକ୍ରାନ୍ତ ୭୪ କୁ ବୃଦ୍ଧି ।

ରାଜ୍ୟରେ ଆଉ ୬ ପଜେଟିଭ୍ , ଆକ୍ରାନ୍ତ ୭୪ କୁ ବୃଦ୍ଧି ।

736
0

ଭୁବନେଶ୍ୱର, ୨୦ା୪( ଆମ ଭାରତ ): ରାଜ୍ୟରେ ଆଉ ୬କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ ଆକ୍ରାନ୍ତ ସଂଖ୍ୟା ୭୪କୁ ବୃଦ୍ଧି ପାଇଛି । ଆଜି ଗୋଟିଏ ଦିନରେ ଏଯାଏଁ ୧୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ୬ଆକ୍ରାନ୍ତଙ୍କ ମଧ୍ୟରେ ୫ଜଣ ଯାଜପୁରର ହୋଇଥିବା ବେଳେ ଜଣେ ସୁନ୍ଦରଗଡ଼ ବିଶ୍ରାର ବୋଲି ଜଣାପଡ଼ିଛି । ଓଡ଼ିଶାରେ ଆଜି ବଢ଼ି ଚାଲିଛି ।କୋଲକାତାରୁ ଆସିଛି କରୋନା , ଆଜି ଜଣାପଡିଥିବା ୧୩ ଆକ୍ରାନ୍ତଙ୍କ ମଧ୍ୟରୁ ୧୦ ଜଣ କୋଲକାତା ରୁ ଫେରିଛନ୍ତି।ଯାଜପୁର ର ୫ ଆକ୍ରାନ୍ତଙ୍କ କୋଲକାତା ଲିଙ୍କ ।ରାଜ୍ୟର ୭୪ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨୪ ଜଣ ପଶ୍ଚିମବଙ୍ଗ ଫେରନ୍ତା , ରାଜ୍ୟ ସରକାରଙ୍କ ଉଦବେଗ ।

LEAVE A REPLY

Please enter your comment!
Please enter your name here