Home ଅପରାଧ କ୍ରାଇମବ୍ରାଞ୍ଚ ପକ୍ଷରୁ କରୋନା ନେଇ ଆଡ଼ଭାଇଜରି ଜାରି ।

କ୍ରାଇମବ୍ରାଞ୍ଚ ପକ୍ଷରୁ କରୋନା ନେଇ ଆଡ଼ଭାଇଜରି ଜାରି ।

575
0

ଓଡ଼ିଶାରେ ବର୍ତ୍ତମାନ ୪୮ଜଣ କରୋନା ଆକ୍ରାନ୍ତରେ ଚିହ୍ନଟ ହୋଇଛନ୍ତ । ସେମାନଙ୍କ ମଧ୍ୟରୁ ୪୫ଜଣ ଆକ୍ଟିଭ କେସ୍ ରହିଛି । ଏହାସହ ଜଣଙ୍କର ମୃତ୍ୟୁ ହେବା ସାଙ୍ଗକୁ ୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

 

LEAVE A REPLY

Please enter your comment!
Please enter your name here