Home ଅପରାଧ ମୁଖ୍ୟମନ୍ତ୍ରୀଙ୍କ ନିବେଦନ ମାନନ୍ତୁ ।

ମୁଖ୍ୟମନ୍ତ୍ରୀଙ୍କ ନିବେଦନ ମାନନ୍ତୁ ।

443
0

ଭୁବନେଶ୍ୱର,୪ା୪( ଆମ ଭାରତ ): ରାଜ୍ୟବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାର୍ତ୍ତା ଦେଇଛନ୍ତି । ସେ କହିଛନ୍ତି କେବଳ ଲୋକ ସଚେତନତା ଦ୍ୱାରା ହିଁ କରୋନାକୁ ମୁକାବିଲା କରିହେବ । ଏହାସହ ଡ଼ରିବାର କିଛି ନାହିଁ, ସାବଧାନ ରୁହନ୍ତୁ ବୋଲି ସେ କହିଛନ୍ତି । ଯଦି ନିଜାମୁଦ୍ଦିନ ଯାଇଥିଲେ ତେବେ ୧୦୪କୁ ଫୋନ କରି ଜଣାନ୍ତୁ । ବିଳମ୍ବ ନକରି ୨୪ଘଣ୍ଟା ମଧ୍ୟରେ ଟେଷ୍ଟ ପାଇଁ ଆଗେଇ ଆସନ୍ତୁ ବୋଲି ନବୀନ କହିଛନ୍ତି ।ଉଲ୍ଲେଖଯୋଗ୍ୟ ଗତକାଲି ଗୋଟିଏ ଦିନରେ ରାଜ୍ୟରେ କରୋନାରେ ୧୫ପଜିଟିଭ୍ କେସ୍ ସାମ୍ନାକୁ ଆସିଛି । ଏହସହ ଓଡ଼ିଶାରେ କେରାନା ଆକ୍ରାନ୍ତଙ୍କ ସଂଖ୍ୟା ୨୦କୁ ବୃଦ୍ଧି ପାଇଛି ।

LEAVE A REPLY

Please enter your comment!
Please enter your name here