Home ଅପରାଧ ଓଡ଼ିଶାରେ ଷଷ୍ଠ କରୋନା ରୋଗୀ ଚିହ୍ନଟ ।

ଓଡ଼ିଶାରେ ଷଷ୍ଠ କରୋନା ରୋଗୀ ଚିହ୍ନଟ ।

702
0

କଟକ, ୩ା୪( ଆମ ଭାରତ ): ରାଜ୍ୟରେ ଆଉ ଏକ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଛଅକୁ ବୃଦ୍ଧି ପାଇଛି । କଟକର ଏହି କରୋନା ରୋଗୀ ନିକଟରେ ଦିଲ୍ଲୀ ଯାଇଥିବା ନେଇ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here