Home ଅପରାଧ ଓଡ଼ିଶାରେ ଷଷ୍ଠ କରୋନା ରୋଗୀ ଚିହ୍ନଟ । ଅପରାଧଓଡ଼ିଶାଜୀବନଚର୍ଯ୍ୟାଦେଶବଡ ଖବରଭାରତରାଜ୍ୟ ଓଡ଼ିଶାରେ ଷଷ୍ଠ କରୋନା ରୋଗୀ ଚିହ୍ନଟ । By Ama Bharat - April 3, 2020 702 0 Facebook Twitter Google+ Pinterest WhatsApp କଟକ, ୩ା୪( ଆମ ଭାରତ ): ରାଜ୍ୟରେ ଆଉ ଏକ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଛଅକୁ ବୃଦ୍ଧି ପାଇଛି । କଟକର ଏହି କରୋନା ରୋଗୀ ନିକଟରେ ଦିଲ୍ଲୀ ଯାଇଥିବା ନେଇ ସୂଚନା ମିଳିଛି ।