Home ଅପରାଧ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯କୁ ବୃଦ୍ଧି ।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯କୁ ବୃଦ୍ଧି ।

390
0

ଭୁବନେଶ୍ୱର, ୫ା୪( ଆମ ଭାରତ ): ରାଜ୍ୟରେ ଆଉ ୧୬ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯କୁ ବୃଦ୍ଧି ପାଇଛି ।ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

୧୬ ଜଣଙ୍କ ମଧ୍ୟରୁ ୧୫ ଜଣ ବମିଖାଲ ଅଞ୍ଚଳରେ ସଂକ୍ରମିତ, ବମିଖାଲ ଅଞ୍ଚଳ ଆଗରୁ ସମ୍ପୁର୍ଣ୍ଣ ରୁପେ ସିଲ୍‌ ହୋଇସାରିଛି : ସୁଚନା ଦେଲା ସ୍ବାସ୍ଥ୍ୟ ବିଭାଗ

ସ୍ବାସ୍ଥ୍ୟ କର୍ମୀ ଘର ଘର ବୁଲି ସର୍ଭେ ସହ ପରୀକ୍ଷା କରୁଛନ୍ତି, ଭୟଭୀତ ନହୋଇ ଘରେ ରୁହନ୍ତୁ ଓ ପ୍ରଶାସନକୁ ସହଯୋଗ କରନ୍ତୁ ବୋଲି ନିବେଦନ

LEAVE A REPLY

Please enter your comment!
Please enter your name here