Home ଅପରାଧ ଭୁବନେଶ୍ୱରରେ ଆଉ ୩ କରୋନା ରୋଗୀ ।

ଭୁବନେଶ୍ୱରରେ ଆଉ ୩ କରୋନା ରୋଗୀ ।

612
0

ଭୁବନେଶ୍ୱର, ୩ା୪( ଆମ ଭାରତ ): ବର୍ତ୍ତମାନ କରୋନାରେ ଆଉ ୩ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ରୋଗୀ ସଂଖ୍ୟା ୯କୁ ବୃଦ୍ଧି ପାଇଛି । ସମସ୍ତ ୩ଜଣ କରୋନା ଆକ୍ରାନ୍ତ ରାଜଧାନୀ ଭୁବନେଶ୍ୱର ସ୍ଥିତ ବମିଖାଲ ଅଞ୍ଚଳର ବୋଲି ସୂଚନା ମିଳିଛି । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

LEAVE A REPLY

Please enter your comment!
Please enter your name here