Home ଅପରାଧ ଏୟାର ଇଣ୍ଡିଆରେ ଲାଗିଲା ନିଆଁ ।

ଏୟାର ଇଣ୍ଡିଆରେ ଲାଗିଲା ନିଆଁ ।

368
0

ଭୁବନେଶ୍ୱର ( ଆମ ଭାରତ ) ୮/୧୧ : ଏୟାର ଇଣ୍ଡିଆ ବିମାନରେ ଲାଗିଲା ନିଆଁ । ଭୁବନେଶ୍ୱରରୁ ମୁମ୍ବାଇ ଯାଉଥିବା ବେଳେ ବିମାନରେ ନିଆଁ ଲାଗିଥିବା ଜଣାପଡିଛି । ନିଆଁ ଲାଗିବା କାରଣରୁ ରାୟପୁରରେ ଜରୁରୀ ଅବତରଣ କରିଛି ଏୟାର ଇଣ୍ଡିଆ ବିମାନ । ତେବେ ଏୟାର ଇଣ୍ଡିଆ ବିମାନ A-321ରେ ମୋଟ୍ ୮୯ ଜଣ ଯାତ୍ରୀ ଯାତ୍ରା କରୁଥିଲେ । ନିଆଁ ଲାଗିବା ପରେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । ଏନେଇ ଭୁବନେଶ୍ୱର ବିମାନ ବନ୍ଦର କତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି । ଯାତ୍ରୀ ସମସ୍ତେ ସୁରକ୍ଷିତ ଅଛନ୍ତି ।

LEAVE A REPLY

Please enter your comment!
Please enter your name here