Home ଓଡ଼ିଶା ବରିଷ୍ଠ IAS ଅଫିସରଙ୍କୁ ବିଭିନ୍ନ ମେଡିକାଲର ସଂଯୋଜକ ଭାବେ ନିଯୁକ୍ତି ଦିଆଯାଇଛି।

ବରିଷ୍ଠ IAS ଅଫିସରଙ୍କୁ ବିଭିନ୍ନ ମେଡିକାଲର ସଂଯୋଜକ ଭାବେ ନିଯୁକ୍ତି ଦିଆଯାଇଛି।

342
0

ଭୁବନେଶ୍ୱର ( ଆମ ଭାରତ ) ୩୧/୧୦ : ବରିଷ୍ଠ IAS ଅଫିସରଙ୍କୁ ବିଭିନ୍ନ ମେଡିକାଲର ସଂଯୋଜକ ଭାବେ ନିଯୁକ୍ତି, ବୁର୍ଲାର ଭିମ୍‌ସାର ଦାୟିତ୍ବରେ ରହିବେ ଉନ୍ନୟନ କମିସନର ସୁରେଶ ମହାପାତ୍ର, ସୁନ୍ଦରଗଡ଼ର NTPC ମେଡିକାଲ ଦାୟିତ୍ବରେ ବି ରହିବେ ସୁରେଶ, ପ୍ରଦୀପ୍ତ ମହାପାତ୍ରଙ୍କୁ ବାଲେଶ୍ବର ଓ ବ୍ରହ୍ମପୁର ମେଡିକାଲ କଲେଜ ଦାୟିତ୍ବ, କେନ୍ଦୁଝର-ଆର୍‌.କେ. ଶର୍ମା, ଯାଜପୁର-ମୋନା ଶର୍ମା, ଅନୁଗୁଳ-ଅନୁ ଗର୍ଗ , ବଲାଙ୍ଗିର ଓ କନ୍ଧମାଳ ମେଡିକାଲ ଦାୟିତ୍ବରେ ନିକୁଞ୍ଜ ବିହାରୀ ଧଳ, ମୟୂରଭଞ୍ଜ-ସୁରେନ୍ଦ୍ର କୁମାର, କୋରାପୁଟ ମେଡିକାଲ-ଏ.କେ. ମୀନା, କଳାହାଣ୍ଡି ମେଡିକାଲ-ହେମନ୍ତ ଶର୍ମା, ପୁରୀ ଦାୟିତ୍ବରେ କ୍ରିଷନ କୁମାର ।

LEAVE A REPLY

Please enter your comment!
Please enter your name here