Home ଓଡ଼ିଶା IAS ସ୍ତରରେ ଅଦଳବଦଳ ।

IAS ସ୍ତରରେ ଅଦଳବଦଳ ।

169
0

ଆମଭାରତ( ଭୁବନେଶ୍ୱର  )   ୩୦ା୮ : ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳ ବଦଳ ହୋଇଛି । ପ୍ରଦୀପ ଜେନା ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଭାବେ ଦାୟିତ୍ୱ ତୁଲାଇବେ । ପ୍ରଦୀପଙ୍କୁ ଏସଆରସି ଓ ଓଏସଡ଼ିମିଏର ଏମଡ଼ି ଦାୟିତ୍ୱ ଦିଆଯାଇଛି ।
ମୋନା ଶର୍ମା- ଜଙ୍ଗଲ ଓ ପରିବେଶ ବିଭାଗ ସଚିବ
ସଞ୍ଜୀବ ଚୋପ୍ରା – ଗୃହ ବିଭାଗର ପ୍ରମୁଖ ସଚିବ
ବିଷ୍ଣୁପଦ ସେଠୀ- ଶକ୍ତି ସଚିବ
ଅରବିନ୍ଦ ଅଗ୍ରୱାଲ-ଜିଏ ଓ ପିଜି ଅତିରିକ୍ତ ଦାୟିତ୍ୱ
ଚିତ୍ରା ଅରୁମୁଗମ- ସ୍କୁଲ ଓ ଗଣଶିକ୍ଷା ବିଭାଗର ସଚିବ
ସୌରଭ ଗର୍ଗ –ଗ୍ରୀଡ଼କୋ ଓ ଓପିଟିସିଏଲର ସିଏମଡ଼ି ଦାୟିତ୍ୱ
ବିଶାଲ ଗଗନ- ଜଳ ସମ୍ପଦ ବିଭାଗର ଅତିରିକ୍ତ ଦାୟିତ୍ୱ
ହେମନ୍ତ ଶର୍ମା- ଶିଳ୍ପ ଓ ଏମଏସଏମଇ ସହ IPICOL ର ସିଏମଡ଼ି ଦାୟିତ୍ୱ

LEAVE A REPLY

Please enter your comment!
Please enter your name here