Home ଓଡ଼ିଶା IAS ସ୍ତରରେ ବଡ଼ ଧରଣର ଅଦଳବଦଳ ।

IAS ସ୍ତରରେ ବଡ଼ ଧରଣର ଅଦଳବଦଳ ।

232
0

ଆମଭାରତ ( ଭୁବନେଶ୍ବର ) ୭/୮ :

ଆଜି ରାଜ୍ୟ ପ୍ରଶାସନିକ ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି ।

  1. ଅସିତ ତ୍ରିପାଠୀ – କେବିକେ ମୁଖ୍ୟ ପ୍ରଶାସକ
    ସୁଦର୍ଶନ ପାଲ ଠାକୁର – ଗୋପବନ୍ଧୁ ଏକାଡ଼େମୀର ନିର୍ଦ୍ଦେଶକ
    ସି.ଜେ. ଭେନୁଗୋପାଳ  ରାଜସ୍ୱ ପର୍ଷଦ ସଦସ୍ୟ
    ନୀତିନ ଚନ୍ଦ୍ରା- ସାଧାରଣ ପ୍ରଶାସନ ବିଭାଗର ଓଏସଡ଼ି
    ଡି.କେ.ସିଂହଦେଓ – ବିଜ୍ଞାନ ଓ କାରିଗରୀ କୌଶଳର ସଚିବ
    ରଞ୍ଜନା ଚୋପ୍ରା -ଏସସି/ଏସଟି ବିକାଶ ସଚିବ
    ବୀର ବିକ୍ରମ ଯାଦବ – ସମବାୟ ସଚିବ
    ଆଇପିଏସ ଅରୁଣ ବୋଥ୍ରା – ସେସୁର ସିଇଓ
    ସୁଶୀଲ କୁମାର ଲୋହାନି- ବାଣିଜ୍ୟ କର କମିସନର ଅତିରିକ୍ତ ଦାୟିତ୍ୱ
    ଆର.ରଘୁପ୍ରସାଦ – ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ଭାରପ୍ରାପ୍ତ ସଚିବ
    ଆର.ରଘୁପ୍ରସାଦ- ଓମଫେଡ଼ ଏମଡ଼ି ଭାବେ ଅତିରିକ୍ତ ଦାୟିତ୍ୱ
    ବିଶାଲ ଗଗନ – ଜଳସମ୍ପଦ ବିଭାଗ ସ୍ୱତନ୍ତ୍ର ସଚିବ
    ଭାସ୍କର ଜ୍ୟୋତି ଶର୍ମା – ଭିନ୍ନକ୍ଷମ ସଶକ୍ତିକରଣ ସଚିବ
    କ୍ରିଷନ କୁମାର – ପୂର୍ତ୍ତ ସଚିବ
    ଅର୍ଚ୍ଚନା ପଟ୍ଟନାୟକ- ଉଠା ଜଳସେଚନ ନିଗମ ଏମଡ଼ି ଭାବେ ଅତିରିକ୍ତ ଦାୟିତ୍ୱ
    ଏସ.ଆର.ଯାଦବ – ବିଜ୍ଞାନ ଓ କାରିଗରୀ କୌଶଳ ନିର୍ଦ୍ଦେଶକ
    ସୁରେନ୍ଦ୍ର ମୀନା- ପୂର୍ତ୍ତ ବିଭାଗ ଉପସଚିବ
    ସାଦିକ ଆଲମ –ସିଏମଜିଆଇର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ

LEAVE A REPLY

Please enter your comment!
Please enter your name here