Home ଅପରାଧ ଗିରଫ ହେଲେ ଓମାର ଅବଦୁଲା।

ଗିରଫ ହେଲେ ଓମାର ଅବଦୁଲା।

161
0

ଆମଭାରତ ( ନୂଆଦିଲ୍ଲୀ   ) ୫ା୮: ଆଜି ଗିରଫ ହୋଇଛନ୍ତି କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲା । ପୋଲିସ ଗିରଫ କରିବା ପରେ ତାଙ୍କୁ ହରି ନିୱାସ ଗେଷ୍ଟ ହାଉସକୁ ନିଆଯାଇଛି ।
ସେହିପରି କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡ଼ିପି ମୁଖ୍ୟ ମେହବୁବା ମୁଫତି ମଧ୍ୟ ଗିରଫ ହୋଇଛନ୍ତି । ତାଙ୍କୁ ମଧ୍ୟ ହରି ନିୱାସ ଗେଷ୍ଟ ହାଉସରେ ରଖାଯାଇଛି ।

LEAVE A REPLY

Please enter your comment!
Please enter your name here