Home ଓଡ଼ିଶା ବରମୁଣ୍ଡା ବସଷ୍ଟାଣ୍ଡ ରେ ଜଳିଗଲା ବସ ।

ବରମୁଣ୍ଡା ବସଷ୍ଟାଣ୍ଡ ରେ ଜଳିଗଲା ବସ ।

174
0

ଆମଭାରତ (  ଭୁବନେଶ୍ବର ) ୨୮ା୮ : ଭୁବନେଶ୍ୱର ବସଷ୍ଟାଣ୍ଡ ବରମୁଣ୍ଡାରେ ଏକ ବସରେ ନିଆଁ  । ଚକାଡ଼ୋଳା ବସରେ ନିଆଁ ଲାଗିଛି ଓ ନିଆଁ ଲାଗିଥିବା ପଛର କାରଣ ଅସ୍ପଷ୍ଟ ରହିଛି । ନିଆଁ ଲାଗିଥିବା ବେଳେ ବସରେ କେହି ଯାତ୍ରୀ ନଥିଲେ । ଏବେ ନିଆଁକୁ ଆୟତ କରୁଛି ଦମକଳ ।ବରମୁଣ୍ଡାରେ ଚକାଡୋଳା ବସ୍ ରେ ଲାଗିଲା ନିଆଁ, ବସ୍ ପୋଡି ପାଉଁସ ।

 

LEAVE A REPLY

Please enter your comment!
Please enter your name here