Home ଓଡ଼ିଶା କିଛି ମୁଖ୍ୟ ଖବର ।

କିଛି ମୁଖ୍ୟ ଖବର ।

371
0

ଆମ ଭାରତ ( ଭୁବନେଶ୍ବର ) ୧୪/୮ :

 

# ସ୍ବାଧୀନତା ଦିବସ ଅବ୍ୟବାହିତ ପୁର୍ବରୁ ଦେଶବାସୀଙ୍କୁ ରାଷ୍ଟ୍ରପତି ରାମନାଥ କେବିନ୍ଦଙ୍କ ଉଦବୋଧନ

# ଆସନ୍ତା କାଲି ୭୩ ତମ ସ୍ବାଧୀନତା ଦିବସ ପାଳନ ପାଇଁ ଜୋରଦାର ପ୍ରସ୍ତୁତି, ଦେଶବ୍ୟାପୀ ସୁରକ୍ଷା ବ୍ୟବସ୍ଥା କଡାକଡ଼ି

# ’ଗାର୍ଡ ଅଫ୍ ଅନର’/ ହାଉସ ଗାର୍ଡ ବ୍ୟବସ୍ଥାକୁ ବୁଧବାର ଠାରୁ ରାଜ୍ୟରୁ ଉଚ୍ଛେଦ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ

# ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ହେଲେ ରାଜ୍ୟ ନିର୍ବାଚନ କମିଶନର, ମୁଖ୍ୟ ଶାସନ ସଚିବ ପଦରୁ ସ୍ବେଚ୍ଛାକୃତ ଅବସର ନେଲେ

# ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଦିନ ୧୧ଟାରେ ୭ ନମ୍ବର ସ୍ଲୁଇସ ଦେଇ ଛଡାଯିବାପରେ ଦିନ ୨ଟାରେ ସ୍ଲୁଇସ ଗେଟକୁ ବନ୍ଦ କରିଦିଆଯାଇଛି।

# ଉତ୍ତରପଶ୍ଚିମ ବଙ୍ଗୋପସାଗରେ ସୃଷ୍ଟ ଲଘୁଚାପ ଏବେ ଝାଡ଼ଖଣ୍ଡ ମୁହାଁ, ରାଜ୍ୟର ୫ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

# ହାଇକୋର୍ଟ ନିର୍ଦ୍ଦେଶ ଉଲଂଘନ – ନିଲମ୍ବିତ ହେଲେ ଝାରସୁଗୁଡ଼ା ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ

# ୨୭ ଫେଲ ଛାତ୍ରଙ୍କ ଆତ୍ମହତ୍ୟା ନେଇ ତେଲଙ୍ଗାନା ସରକାରଙ୍କୁ ରିପୋର୍ଟ ତଲବ କଲେ ରାଷ୍ଟ୍ରପତି

# ଆଜି ରାତି ୩ଟାରେ ମୁଣ୍ଡୁଳିଠାରେ ପ୍ରବାହିତ ହେବ ୧୧.୫ ଲକ୍ଷ କ୍ୟୁସେକ୍ ବନ୍ୟାଜଳ।

# ଆସନ୍ତାକାଲି ସ୍ବାଧୀନତା ଦିବସ ପାଳନ ପାଇଁ ରାଜଧାନୀ ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ସୁରକ୍ଷା କଡାକଡି

# ’ଗାର୍ଡ ଅଫ୍ ଅନର’/ ହାଉସ ଗାର୍ଡ ବ୍ୟବସ୍ଥାକୁ ବୁଧବାର ଠାରୁ ରାଜ୍ୟରୁ ଉଚ୍ଛେଦ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ

# ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ହେଲେ ରାଜ୍ୟ ନିର୍ବାଚନ କମିଶନର, ମୁଖ୍ୟ ଶାସନ ସଚିବ ପଦରୁ ସ୍ବେଚ୍ଛାକୃତ ଅବସର ନେଲେ

# ଲଗାଣ ବର୍ଷାରେ କନ୍ଧମାଳ ଓ କଳାହାଣ୍ଡି ଜିଲା ବାହ୍ୟ ଜଗତରୁ ବିଚ୍ଛିନ୍ନ

# ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛଡ଼ାଯିବା ପରେ ୭ ନମ୍ବର ସ୍ଲୁଇସ ଗେଟକୁ ଦିଦ ୨ଟା ବନ୍ଦ କରି ଦିଆଯାଇଛି।

# ଉତ୍ତରପଶ୍ଚିମ ବଙ୍ଗୋପସାଗରେ ସୃଷ୍ଟ ଲଘୁଚାପ ଏବେ ଝାଡ଼ଖଣ୍ଡ ମୁହାଁ, ରାଜ୍ୟର ୫ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

# ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଚନ୍ଦ୍ରଗିରି ନିକଟସ୍ଥ ଚନ୍ଦନପୁର ବସ୍ତିରେ ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କ ମୃତଦେହ ଉଦ୍ଧାର

# ରାଜ୍ୟର ବିଭିନ୍ନ ଅଞ୍ଚଳରେ ବ​ର୍ଷା ଓ ବନ୍ୟା ଜନିତ ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧ
ି
# ରାଜ୍ୟର ୭ଟି ଜିଲ୍ଲାର ୧୯ଟି ବ୍ଲକ ଅନ୍ତର୍ଗତ ୧୩୪ଟି ଗାଁ ବନ୍ୟାରେ ପ୍ରଭାବିତ

# ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା

# ରାଜ୍ୟ ସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବ ସ୍ଥାନରେ ପରିବର୍ତ୍ତନ, ଗାନ୍ଧୀ ମାର୍ଗ ବଦଳରେ ପ୍ରଦର୍ଶନୀ ପଡ଼ିଆ

# ଆଜି ରାତି ୩ଟାରେ ମୁଣ୍ଡୁଳିଠାରେ ପ୍ରବାହିତ ହେବ ୧୧.୫ ଲକ୍ଷ କ୍ୟୁସେକ୍ ବନ୍ୟାଜଳ

# ବନ୍ୟାରେ ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡ଼ିକ ହେଲା ବଲାଙ୍ଗିର, ବୌଦ୍ଧ, କଳାହାଣ୍ଡି, ସୁବର୍ଣ୍ଣପୁର, ନୟାଗଡ, ଖୋର୍ଦ୍ଧା, କଟକ, ଅନୁଗୁଳ, ପୁରୀ, ଜଗତ୍ସିଂହପୁର, କେନ୍ଦ୍ରାପଡ଼ା ଓ ଯାଜପୁର

# ହାଇକୋର୍ଟ ନିର୍ଦ୍ଦେଶ ଉଲଂଘନ – ନିଲମ୍ବିତ ହେଲେ ଝାରସୁଗୁଡ଼ା ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ

# ତଦନ୍ତରେ ଉତ୍କର୍ଷ ପାଇଁ କୋରାପୁଟ ଏସ୍‌ପି କନ୍‌ଓ୍ବର ବିଶାଲ ସିଂ ଓ କ୍ରାଇମ୍‌ବ୍ରାଞ୍ଚ ଏସ୍‌ପି ମାଡକର ସନ୍ଦୀପ ସମ୍ପତଙ୍କୁ ପୁରସ୍କୃତ କରିବ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ

 

# ସ୍ବାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତ ଲାଲକିଲ୍ଲା, ସୁରକ୍ଷା ବନ୍ଦୋବସ୍ତ କଡାକଡି

# ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ସଫଳତାର ସହ ଚନ୍ଦ୍ରଯାନ-୨ ମହାକାଶଯାନ ପୃଥିବୀର କକ୍ଷ ପରିକ୍ରମା କରିବା ପରେ ବୁଧବାର ସକାଳ ୨:୨୧ରେ ଏହା ଚନ୍ଦ୍ର ଅଭିମୁଖେ ଗତି କରିଛି

# ଜାମ୍ମୁ କାଶ୍ମୀରର ପ୍ରତ୍ୟେକ ପଞ୍ଚାୟତରେ ଆସନ୍ତାକାଲି ପାଳନ ହେବ ସ୍ୱାଧୀନତା ଦିବସ

# ଆଇଏଏସ ଅଧିକାରୀରୁ ରାଜନେତା ସାଜିଥିବା ଶାହ ଫୈଜଲଙ୍କୁ ଆଜି ଦିଲ୍ଲୀ ବିମାନ ବନ୍ଦରରେ ଅଟକ ରଖାଯାଇ କାଶ୍ମୀର ଫେରାଇ ଦିଆଯାଇଥିବା ସୂଚନା ମିଳିଛି।

# ଜାମ୍ମୁ କାଶ୍ମୀର ସରକାର ଚଳିତବର୍ଷ ଅକ୍ଟୋବର ୧୨ରେ ଶ୍ରୀନଗରଠାରେ ତିନିଦିନିଆ ବିଶ୍ୱ ନିବେଶକ ସମ୍ମିଳନୀ ଆୟୋଜନ କରିବେ

# ୨୭ ଫେଲ ଛାତ୍ରଙ୍କ ଆତ୍ମହତ୍ୟା ନେଇ ତେଲଙ୍ଗାନା ସରକାରଙ୍କୁ ରିପୋର୍ଟ ତଲବ କଲେ ରାଷ୍ଟ୍ରପତି

# ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ସ୍ପଷ୍ଟ ନୀତି ଯୋଗୁ ଦ୍ଵିତୀୟ ପାଳି ସରକାର ବହୁତ କମ ସମୟ ମଧ୍ୟରେ ମହତ୍ୱପୂର୍ଣ୍ଣ ସଫଳତା ପାଇଛନ୍ତି।

# ଆସନ୍ତାକାଲି ଦେଶ ପାଳନ କରିବ ୭୩ତମ ସ୍ୱାଧୀନତା ଦିବସ

# ଜମ୍ମୁ କଶ୍ମୀରରେ ଅଗଷ୍ଟ ୧୫ ପରେ କଟକଣାକୁ ସାମାନ୍ୟ କୋହଳ କରି ଦିଆଯିବ କହିଲେ ରାଜ୍ୟପାଳ ସତ୍ୟପାଳ ମଲ୍ଲିକ

# କୁକୁରଙ୍କ ଦୌରାତ୍ମ୍ୟ – ଅବତରଣ କରିପାରିଲାନି ଏୟାର ଇଣ୍ଡିଆ ବିମାନ

# ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ଗୋଗୋଇ – ଯେତେବେଳେ କୌଣସି ମାମଲାରେ ରାଜନୈତିକ ହସ୍ତକ୍ଷେପ ନ ପହଞ୍ଚୁଛି, ସେତେବେଳେ ସିବିଆଇ ଭଲ କାମ କରୁଛି

# ଆମେରିକାରେ ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟକ୍ରମ, ୪୦ ହଜାର ଟପିଲା ପଞ୍ଜୀକରଣ

# ସ୍ୱାଧୀନତା ଦିବସ ପୂର୍ବରୁ ରଙ୍ଗୀନ ଆଲୋକମାଳାରେ ଝଲସିଲା ସଂସଦ ଭବନ – ସଂସଦର ସ୍ଥାୟୀ ଆଲୋକ ବ୍ୟବସ୍ଥାର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

# ଦେଶର ୮ ରାଜ୍ୟରେ ବନ୍ୟା ପରିସ୍ଥିତି ଗମ୍ଭୀର, ଯୁଦ୍ଧକାଳୀନଭିତ୍ତିରେ ଚାଲିଛି ରିଲିଫ ଓ ଉଦ୍ଧାର କାର୍ଯ୍ୟ – ବନ୍ୟା ଜନିତ ମୃତ୍ୟୁ ୯୧, ୪୦ ନିଖୋଜ

 

# ପାକିସ୍ତାନ ପ୍ରତିକ୍ରିୟାଶୀଳ – ଗୁଜରାଟର କଚ୍ଛରେ ପାକିସ୍ତାନ ସହ ଲାଗି ରହିଥିବା ଭାରତର ତଟୀୟ ସୀମାକୁ ନେଇ ଆଲର୍ଟ ଜାରି

# ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦାବି, ଚୀନ ସରକାର ହଙ୍ଗକଙ୍ଗ ସୀମାରେ ନିଜର ସେନାକୁ ମୁତୟନ କରୁଛି

# ବଢୁଛି ପାକିସ୍ତାନ ସମସ୍ୟା, ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ଲୋକଙ୍କ ଦାବି – ଆମେ ଭାରତରେ ମିଶିବୁ

# ଧାରା ୩୭୦ ଉଚ୍ଛେଦକୁ ନେଇ ବିଶ୍ୱ ଆଗରେନେହୁରା ହେଉଥିବା ପାକିସ୍ତାନକୁ ଏବେ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ଭାରତର କାର୍ଯ୍ୟାନୁଷ୍ଠାନ ଡ଼ର ଘାରିଛି।

# ପାକିସ୍ତାନ ସ୍ୱାଧୀନତା ଦିବସରେ ପିଓକେ ବିଧାନସଭାକୁ ସମ୍ବୋଧିତ କରି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ତାଙ୍କ ସେନା ଯୁଦ୍ଧ ପାଇଁ ପ୍ରସ୍ତୁତ ରହିଛି ବୋଲି କହିଛନ୍ତି। ଏହାସହ ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ପାଇଁ ବିଶ୍ୱ ସମୂଦାୟ ଦାୟୀ ରହିବେ ବୋଲି କହି ସେ ପରୋକ୍ଷରେ ଯୁଦ୍ଧ ଧମକ ଦେଇଛନ୍ତି।

# ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ନେଇ ପାକିସ୍ତାନସ୍ୱାଧୀନତା ଦିବସରେ ଆଜି ପାକିସ୍ତାନ ରାଷ୍ଟ୍ରପତି ଆରିଫଅଲଭୀ ଭାରତକୁ ‘ଜିହାଦ’ର ଧମକ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here