Home ଓଡ଼ିଶା ଆଉ କେତେ ଚାଷୀ କାଳିଆ ଯୋଜନାରେ ଯୋଜନାଭୁକ୍ତ ହେବେ ?

ଆଉ କେତେ ଚାଷୀ କାଳିଆ ଯୋଜନାରେ ଯୋଜନାଭୁକ୍ତ ହେବେ ?

182
0

ଆମଭାରତ (  ଭୁବନେଶ୍ୱର  ) ୨୭ା୭: କାଳିଆ ଯୋଜନା ନେଇ ଗୃହରେ ବିଜେପି ଆଣିଥିଲା ମୁଲତବୀ ପ୍ରସ୍ତାବ । ପରେ କାଳିଆ ଯୋଜନା ନେଇ ବିଧାନସଭାରେ ମୁଲତବୀ ପ୍ରସ୍ତାବ ଆଲୋଚନା ହୋଇଥିଲା । ଆଲୋଚନା ପରେ କୃଷି ମନ୍ତ୍ରୀ ଅରୁଣ ସାହୁ ଉତ୍ତର ରଖିଛନ୍ତି । ସେ କହିଛନ୍ତି ଏବେ ସୁଦ୍ଧା ୫୧ଲକ୍ଷ ଚାଷୀ ଯୋଜନାଭୁକ୍ତ ହୋଇଛନ୍ତି । ରାଜ୍ୟର ୭୫ଲକ୍ଷ ଚାଷୀଙ୍କୁ ଯୋଜନାଭୁକ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି । ୫୦ଲକ୍ଷ ଚାଷୀ ଓ ୨୫ଲକ୍ଷ ଭୂମିହୀନ ଚାଷୀଙ୍କୁ ଅର୍ଥ ଦିଆଯିବ । ଅଗଷ୍ଟ ମାସରେ ହିତାଧୀକାରୀ ଚାଷୀଙ୍କ ତାଲିକା ପ୍ରକାଶ ପାିବା ନେଇ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here