Home ଓଡ଼ିଶା ମୋଦିଙ୍କ ମନ୍ତ୍ରିମଣ୍ଡଳରେ କେଉଁ ମାନେ ମନ୍ତ୍ରୀ ହେଲେ ଜଣାନ୍ତୁ ।

ମୋଦିଙ୍କ ମନ୍ତ୍ରିମଣ୍ଡଳରେ କେଉଁ ମାନେ ମନ୍ତ୍ରୀ ହେଲେ ଜଣାନ୍ତୁ ।

250
0

ଆମଭାରତ ( ନୂଆଦିଲ୍ଲୀ ) ୩୦/୫ : ଆଜି ଦେଶର ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ଦାମୋଦର ଦାସ ମୋଦି ଶପଥ ଗ୍ରହଣ କରିବା ପରେ ଅନ୍ୟ ମନ୍ତ୍ରୀମାନଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସମେତ ୨୫ ଜଣ କ୍ୟାବିନେଟ ମନ୍ତ୍ରୀଭାବେ ଶପଥ ନେଇଥିବାବେଳେ ରାଷ୍ଟ୍ରମନ୍ତ୍ରୀଭାବେ ୨୪ଜଣ ଏବଂ ସ୍ଵାଧୀନ  ଭାବେ  ୯ଜଣ ଶପଥ ନେଇଛନ୍ତି ।

କ୍ୟାବିନେଟମନ୍ତ୍ରୀ-

୧.ରାଜନାଥ ସିଂ,

୨.ଅମିତ ଶାହ,

୩.ନିତିନ ଗଡ଼କରୀ,

୪.ନିର୍ମଳା ସୀତାରମଣ,

୫.ରାମ ବିଳାସ ପାଶୱାନ,

୬.ନରେନ୍ଦ୍ର ସିଂ ତୋମାର,

୭.ରବି ଶଙ୍କର ପ୍ରସାଦ,

୮.ହର୍ଷସିମରତ ସିଂ କୌର ବାଦଲ,

୯.ଥୱରଚନ୍ଦ ଗେହ୍ଲଟ,

୧୦.ଡାକ୍ତର ରମେଶ ପୋଖରୀଆଲ,

୧୧.ପ୍ରକାଶ ଜାଭଡେକର,

୧୨.ପିୟୁଷ ବେଦ ପ୍ରକାଶ ଗୋୟଲ,

୧୩.ଡାକ୍ତର ହର୍ଷବର୍ଦ୍ଧନ,

୧୪.ସ୍ମୃତି ଇରାନୀ,

୧୫.ଅର୍ଜୁନ ମୁଣ୍ଡା,

୧୬.ଧର୍ମେନ୍ଦ୍ର ପ୍ରଧାନ,

୧୭.ମୁଖତାର ଆବାସ ନାକଭି,

୧୮.ମହେନ୍ଦ୍ର ନାଥ ପାଣ୍ଡେ,

୧୯.ଅରବିନ୍ଦ ସାୱନ୍ତ,

୨୦.ଗିରିଜା ସିଂହ,

୨୧.ଗଜେନ୍ଦ୍ର ସିଂହ ଶେଖାୱତ,

୨୨.ସଦାନନ୍ଦ ଗୌଡା

୨୩. ଏସ ଜୟଶଂକର

୨୪. ପ୍ରହଲ୍ଲାଦ ଯୋଶୀ

ରାଷ୍ଟ୍ରମନ୍ତ୍ରୀ(ସ୍ବାଧୀନ)

୧. ସନ୍କୋଷ ଗଙ୍ଗୱାର

୨.ରାଓ ଇନ୍ଦ୍ରଜିତ ସିଂ

୩.ଶ୍ରାପଦ ନାଏକ

୪. ଡା. ଜିତେନ୍ଦ୍ର ସିଂ

୫.କିରଣ ରିଜଜୁ

୬.ପ୍ରହ୍ଲାଦ ପଟେଲ

୭. ରାଜକୁମାର ସିଂ

୮.ହରଦୀପ ସିଂ ପୁରୀ

୯. ମନସୁଖ ମାଣ୍ଡଭିୟ

ରାଷ୍ଟ୍ରମନ୍ତ୍ରୀ

୧.ଫଗନ ସିଂ ପୁଲସ୍ତେ

୨.ଅଶ୍ବିନୀ ଚୌଭେ

୩.ଅର୍ଜ୍ଜୁନ ମେଘୱାଲ

୪. ବିଜୟ କୁମାର ସିଂ

୫.କ୍ରିଷ୍ଣନ ପାଲ ଗୁଜ୍ଜର

୬. ଦାଦା ସାହେବ ଡାଙ୍ଗବେ

୭. ଜି କିଶାନ ରେଡ୍ଡି

୮. ପୁରୁଷୋତ୍ତମ ରୂପାଲା

୯. ରାମଦାସ ଅଠାୱଲେ

୧୦. ସାଧ୍ବୀ ନିରଂଜନ ଜ୍ୟୋତି

୧୧. ବାବୁଲ ସୁପ୍ରିୟୋ

୧୨. ସଂଜୀବ ବାଲିୟାନ

୧୩. ସଂଜୟ ଧୋତ୍ରେ

୧୪.ଅନୁରାଗ ଠାକୁର

୧୫. ସୁରେଶ ଅଙ୍ଗାଡି

୧୬. ନିତ୍ୟାନନ୍ଦ ରାଏ

୧୭. ରତନଲାଲ କଟାରିଆ

୧୮.ଭି. ମୂରଲୀଧରନ

୧୯. ରେଣୁକା ସିଂ

୨୦. ସୋମ ପ୍ରକାଶ

୨୧. ରାମେଶ୍ବର ତେଲି

୨୨. ପ୍ରତାପ ଚନ୍ଦ୍ର ଷଡଙ୍ଗି

୨୩. କୈଳାସ ଚୌଧୁରୀ

୨୪. ଦେବଶ୍ରୀ ଚୌଧୁରୀ

LEAVE A REPLY

Please enter your comment!
Please enter your name here