Home ଓଡ଼ିଶା ‘ଫୋନି’ ର କ୍ଷୟକ୍ଷତିର ଆକଳନ କରିବେ ୫ ଜଣିଆ ବିଶ୍ୱବ୍ୟାଙ୍କ ଟିମ୍ ।

‘ଫୋନି’ ର କ୍ଷୟକ୍ଷତିର ଆକଳନ କରିବେ ୫ ଜଣିଆ ବିଶ୍ୱବ୍ୟାଙ୍କ ଟିମ୍ ।

209
0

ଆମଭାରତ ( ପୁରୀ ) ୨୬/୫ : ପୁରୀରେ ୫ ଜଣିଆ ବିଶ୍ୱବ୍ୟାଙ୍କ ଟିମ୍ । ସାମୁଦ୍ରିକ ବାତ୍ୟା ଫନି ଦ୍ୱାରା କେତେ କ୍ଷତିଗ୍ରସ୍ତ ହୋଇଛି ପୁରୀ, ସର୍କିଟ୍ ହାଉସରେ ବୈଠକ କରିଛନ୍ତି ବିଶ୍ୱବ୍ୟାଙ୍କ ଟିମ୍ । ଟିମ ସହିତ ଜିଲ୍ଲା ପ୍ରଶାସନର ଅଧିକାରୀ ଆଲୋଚନା କରିଛନ୍ତି । ମୋଟ୍ ୮ଟି ଟିମରେ ଭାଗ ହୋଇଛି ଏହି ଟିମ୍ । ଏହି ଟିମ୍ ବାତ୍ୟା କ୍ଷତିଗ୍ରସ୍ତ ପୁରୀର ବିଭିନ୍ନ ସ୍ଥାନ, ହୋଟେଲ ଓ ଚାଷ ଜମିର କ୍ଷୟକ୍ଷତି ଆକଳନ କରିବା ପରେ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବ ।

LEAVE A REPLY

Please enter your comment!
Please enter your name here