Home ଅପରାଧ ସଡ଼କ ଦୁର୍ଘଟଣାରେ ଜଣଙ୍କର ଜୀବନ ଗଲା ।

ସଡ଼କ ଦୁର୍ଘଟଣାରେ ଜଣଙ୍କର ଜୀବନ ଗଲା ।

257
0

ଆମଭାରତ(  ପୁରୀ ) ୫/୫ : ଆଜି  ସକାଳ ପ୍ରାୟ ୩ ଘଟିକା ସମୟରେ ଏକ ଟଭେର। ରେ ଭୁବେଶ୍ୱରରୁ ପୁରୀ ଅଭିମୁଖେ ଫେରୁଥିବା ସମୟରେ ଟ୍ରକ କୁ ପଛପଟେ ଧକା ଦେଇ ନିଜର ଭ।ରସ।ମ୍ୟ ହରାଇ ଦେଇଥିଲା । ସାମ୍ନା ପଟରେ ବସିଥିବା , ଏକ ଓମ  ଟ୍ର।ଭେଲ୍ ମାଲିକ ବାବୁ ଘଟଣା ସ୍ଥଳରେ  ରେ ମୃତୁ   ହୋଇଛି  । ଗାଡି ଡ୍ରାଇଭର କୁ ପୋଲିସ ଅଟକ ରଖିଛି ।

LEAVE A REPLY

Please enter your comment!
Please enter your name here