Home ଅପରାଧ ଭଞ୍ଜନଗର ନିର୍ବାଚନମଣ୍ଡଳିରେ ରାଜନୈତିକ ହିଂସାକାଣ୍ଡ l

ଭଞ୍ଜନଗର ନିର୍ବାଚନମଣ୍ଡଳିରେ ରାଜନୈତିକ ହିଂସାକାଣ୍ଡ l

222
0

ଆମଭାରତ ( ଭଞ୍ଜନଗର ) ୧୧|୪: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ତୁରୁମୁ ଗ୍ରାମରେ ଗତ ରାତିରେ ଘଟିଛି ଏକ ରାଜନୈତିକ ହିଂସା କାଣ୍ଡ ।ବିଜେଡି ଏବଂ ବିଜେପି ଦୁଇ ଗୋଷ୍ଠୀ ମଧ୍ୟରେ ଗତକାଲି ପ୍ରଥମେ ଗାଳି ଗୁଲଜ ହୋଇଥିଲା । ତାପରେ ହୋଇଥିଲା ମୁହାଁ ମୁହିଁ ପରିସ୍ଥିତି ।ବିଜେପିର ବିଧାୟକ ପାର୍ଥୀ  ପ୍ରଦ୍ୟୁମ୍ନ ନାୟକଙ୍କ ସମ୍ପର୍କୀୟ ଭଣଜାକୁ ଧାରୁଆ ଅସ୍ତ୍ରରେ ମୁଣ୍ଡକୁ ଆକ୍ରମଣ ହୋଇଥିଲା ।

ଆହତ ଅବସ୍ଥାରେ ତାଙ୍କୁ ପ୍ରଥମେ ଭଞ୍ଜନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା।ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ଆହତ ଙ୍କ ନା ଅଜିତ ପ୍ରଧାନ ଵୋଲି ଜଣାପଡିଛି । ଭଞ୍ଜନଗର ପୋଲିସ ଘଟଣାର ତଦନ୍ତ କରୁଛି।

LEAVE A REPLY

Please enter your comment!
Please enter your name here