Home ଓଡ଼ିଶା ତୃତୀୟ ପର୍ଯ୍ୟାୟରେ ଓଡ଼ିଶାରେ ଭୋଟ୍‌ ଦେଲେ ୭୧.୬୧ % ନାଗରିକ ।

ତୃତୀୟ ପର୍ଯ୍ୟାୟରେ ଓଡ଼ିଶାରେ ଭୋଟ୍‌ ଦେଲେ ୭୧.୬୧ % ନାଗରିକ ।

197
0

ଆମଭାରତ (ଭୁବନେଶ୍ୱର) ୨୪/୪ : ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ରାଜ୍ୟରେ ୭୧.୬୧ ପ୍ରତିଶତ ମତଦାନ ହୋଇଛି।

  1. ସମ୍ବଲପୁର  ୭୬.୩୮
  2. କେନ୍ଦୁଝରରେ ୭୮.୧୬,
  3. ଢେଙ୍କାନାଳରେ ୭୪.୯୮,
  4. କଟକରେ ୬୯.୬୫,
  5. ପୁରୀରେ ୭୨.୫୩
  6. ଭୁବନେଶ୍ୱରରେ ୫୯.୬୦
  7. ପ୍ରତିଶତ ମତଦାନ ହୋଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏହି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ତୃତୀୟ ପର୍ଯ୍ୟାୟରେ ରାଜ୍ୟରେ ୬ ଲୋକସଭା ଓ ୪୨ ବିଧାନସଭା ପାଇଁ ଭୋଟ ହୋଇଥିଲା। ୯୨ ଲକ୍ଷ ୫୬ ହଜାର ୯୨୨ ଜଣ ଭୋଟର ମଧ୍ୟରୁ ମୋଟ୍ ୬୬ ଳକ୍ଷ ୨୯ ହଜାର ୮୪୫ ଜଣ ମତଦାତା ସଚେତନ ନାଗରିକ ଭାବେ ମତାଧିକାର ସାବ୍ୟସ୍ତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here