Home ରାଜନୀତି ୩୬ ବିଧାନସଭା ୯ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି l

୩୬ ବିଧାନସଭା ୯ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି l

293
0

ଆମଭାରତ( ଭୁବନେଶ୍ୱର ) 27/3 :

୩୬ ବିଧାନସଭା ଆସନ ବିଜେଡି 

ଭୋଗରାଇ-ଅନନ୍ତ ଦାସ

ରେମୁଣା- ସୁଧାଶୁଂ ଶେଖର ପରିଡ଼ା

ଭଣ୍ଡାରୀପୋଖରୀ- ପ୍ରଫୁଲ୍ଲ ସାମଲ

ବାସୁଦେବପୁର- ବିଷ୍ଣୁବ୍ରତ ରାଉତରାୟ

ଚାନ୍ଦବାଲି-ବ୍ୟମୋକେଶର ରାୟ

ସିମୁଳିଆ- ଜ୍ୟୋତିପ୍ରକାଶ ପାଣିଗ୍ରାହୀ

ବିଞ୍ଝାରପୁର- ପ୍ରମିଳା ମଲ୍ଲିକ

ଧର୍ମଶାଳା- ପ୍ରଣବ ବଳବନ୍ତରାୟ

ସୁକିନ୍ଦା- ପ୍ରୀତିରଞ୍ଜନ ଘଡ଼ାଇ

ପାଟକୁରା- ବେଦପ୍ରକାଶ ଅଗ୍ରୱାଲ

ମହାକାଳପଡ଼ା- ଅତନୁ ସବ୍ୟସାଚୀ ନାୟକ

ଆଳି- ପ୍ରତାପ ଦେବ

ମାହାଙ୍ଗା- ପ୍ରତାପ ଜେନା

ସାଲେପୁର- ପ୍ରଶାନ୍ତ ବେହେରା

ବ୍ରହ୍ମଗିରି- ସଞ୍ଜୟ ଦାସବର୍ମା

ସତ୍ୟବାଦୀ-ଉମାକାନ୍ତ ସାମନ୍ତରାୟ

ଋଣପୁର-ସତ୍ୟନାରାୟଣ ପ୍ରାଧାନ

ନୟାଗଡ଼-ଅରୁଣ ସାହୁ

ଏକାମ୍ର ଭୁବନେଶ୍ୱର- ଅଶୋକ ଚନ୍ଦ୍ର ପଣ୍ଡା

ବଡମ୍ୱା –ନରସିଂହପୁର – ଦେବୀପ୍ରସାଦ ମିଶ୍ର

ବାଙ୍କୀ-ଦେବୀ ରଞ୍ଜନ ତ୍ରିପାଠୀ

ଆଠଗଡ଼- ରାଣାନ୍ଦ୍ରେ ପ୍ରତାପ ସ୍ୱାଇଁ

କଟକ ଚୌଦ୍ୱାର- ସୌଭିକ ବିଶ୍ୱାଳ

ଢେଙ୍କାନାଳ- ସୁଧୀର କୁମାର ସାମଲ

ହିନ୍ଦୋଳ- ସୀମାରାଣୀ ନାୟକ

କାମାକ୍ଷାନଗର- ପ୍ରଫୁଲ୍ଲ କୁମାର ମଲ୍ଲୀକ

ପର୍ଜଙ୍ଗ- ନୃସିଂହ ଚରଣ ସାହୁ

ତାଳଚେର- ବ୍ରଜକିଶୋର ପ୍ରଧାନ

ଅନୁଗୁଳ-ରଜନୀକାନ୍ତ ସିଂ

କୁଚିଣ୍ଡା- କିଶୋର ଚନ୍ଦ୍ର ନାୟକ

ଛେଣ୍ଡିପଦା- ସୁଶାନ୍ତ କୁମାର ବେହେରା

ତୋଲକୋଇ- ପ୍ରେମାନନ୍ଦ ନାୟକ

ଘଷିପୁରା- ବଦ୍ରିନାରାୟଣ ପାତ୍ର

କେନ୍ଦୁଝର- ମାଧବ ସର୍ଦ୍ଦାର

କରଞ୍ଜିଆ- ବାସନ୍ତୀ ହେମ୍ବ୍ରମ

ବ୍ରହ୍ମଗିରି- ସଞ୍ଜୟ ଦାସ ବର୍ମା

୯ ଲୋକସଭା

ଆସନ ବିଜେଡି

 

 

 

 

ଭୁବନେଶ୍ବର- ଅରୂପ ପଟ୍ଟନାୟକ

ବାଲେଶ୍ବର- ରବୀନ୍ଦ୍ର କୁମାର ଜେନା

ଭଦ୍ରକ- ମଞ୍ଜୁଲତା ମଣ୍ଡଳ

ମୟୂରଭଞ୍ଜ- ଦେବାଶିଷ ମାରାଣ୍ଡି

କେନ୍ଦ୍ରାପଡ଼ା- ଅନୁଭବ ମହାନ୍ତି

ଯାଜପୁର- ଶର୍ମିଷ୍ଠା ସେଠୀ

ଜଗତସିଂହପୁର- ରାଜଶ୍ରୀ ମଲ୍ଲିକ

ସମ୍ବଲପୁର- ନଳିନୀ ପ୍ରଧାନ

ପୁରୀ- ପିନାକୀ ମିଶ୍ର

LEAVE A REPLY

Please enter your comment!
Please enter your name here