Home ରାଜ୍ୟ  କଂଗ୍ରେସର ପିଇସି ବୈଠକରେ ଚୂଡ଼ାନ୍ତ ହୋଇଥିବା ପ୍ରାର୍ଥୀ ତାଲିକା ହସ୍ତଗତ ହୋଇଛି।

 କଂଗ୍ରେସର ପିଇସି ବୈଠକରେ ଚୂଡ଼ାନ୍ତ ହୋଇଥିବା ପ୍ରାର୍ଥୀ ତାଲିକା ହସ୍ତଗତ ହୋଇଛି।

355
0
ଆମଭାରତ ୭ /୩ :{ ଭୁବନେଶ୍ୱର }:  କଂଗ୍ରେସର ପିଇସି ବୈଠକରେ ଚୂଡ଼ାନ୍ତ ହୋଇଥିବା ପ୍ରାର୍ଥୀ ତାଲିକା ଆମର ହସ୍ତଗତ ହୋଇଛି। ସମସ୍ତ ୨୧ ଲୋକସଭା ଓ ୧୪୭ ବିଧାନସଭା ପାଇଁ ଚୂଡ଼ାନ୍ତ ହୋଇ ତାଲିକା ସିଇସିକୁ ପଠାଇଛି ରାଜ୍ୟ କଂଗ୍ରେସ । ବରଗଡ଼ ଲୋକସଭା ପାଇଁ ହେମାନନ୍ଦ ବିଶ୍ବାଳ ଓ ପ୍ରକାଶ ଦେବତା, ସୁନ୍ଦରଗଡ଼ ଲୋକସଭା ପାଇଁ ଜର୍ଜ ତିର୍କୀ ଓ ପ୍ରଫୁଲ ମାଝି, ସମ୍ବଲପୁର ପାଇଁ ଶରତ ପଟ୍ଟନାୟକ ଓ ଅମର ପ୍ରଧାନଙ୍କ ନା, କେନ୍ଦୁଝର ପାଇଁ ହରମୋହନ ସୋରେନ ଓ ବିନୀତା ମାଝି, ବାଲେଶ୍ବର ପାଇଁ ନବଜ୍ୟୋତି ପଟ୍ଟନାୟକ ଓ ସୁଦର୍ଶନ ଦାସ, ଭଦ୍ରକ ପାଇଁ ଅନନ୍ତ ପ୍ରସାଦ ସେଠୀ ଓ ପଞ୍ଚାନନ ମଣ୍ଡଳ, ଯାଜପୁର ପାଇଁ ମାସନ ଜେନା ଓ ଅର୍ଜୁନ ଚରଣ ଦାସ , ଢ଼େଙ୍କାନାଳ କେପି ସିଂଦେଓ ଓ ରାମଚନ୍ଦ୍ର ଖୁଣ୍ଟିଆ ଓ ଶାନ୍ତନୁ କୁମାର ସାହୁ, ବଲାଙ୍ଗିର ପାଇଁ ସମରେନ୍ଦ୍ର ମିଶ୍ର ଓ ଲକ୍ଷ୍ମଣ କୁମାର ମେହେର, କଲାହାଣ୍ଡି ପାଇଁ ଜଗନ୍ନାଥ ପଟ୍ଟନାୟକ ଓ ଭକ୍ତ ଚରଣ ଦାସ, ନବରଙ୍ଗପୁର ପ୍ରଦୀପ ମାଝି ଓ ଚନ୍ଦ୍ରଶେଖର ମାଝି, କନ୍ଧମାଳ ମନୋଜ କୁମାର ଆଚାର୍ଯ୍ୟ ଓ ଚନ୍ଦ୍ର ଶେଖର ପରିଡ଼ା, କଟକ ପଞ୍ଚାନନ କାନୁଗୋ ଓ ସୁରୋସ ମହାପାତ୍ର, କେନ୍ଦ୍ରାପଡ଼ା ଧରଣୀଧର ନାୟକ ଓ ଚନ୍ମୟ ବେହୁରା, ଜଗତସିଂହପୁର ବିଭୂ ତରାଇ ଓ ପ୍ରଶାନ୍ତ ମଲ୍ଲିକ, ପୁରୀ ପାଇଁ ସତ୍ୟପ୍ରକାଶ ନାୟକ ଓ ବିଶ୍ବ ରଞ୍ଜନ ମହାନ୍ତି, ବ୍ରହ୍ମପୁର ପାଇଁ ତିରୁପତି ପାଣିଗ୍ରାହୀ ଓ ତ୍ରିନାଥ ବେହେରା, କୋରାପୁଟ ପାଇଁ ଡମ୍ବରୁଧର ଉଲାକା ଆକାଶ ଉଲ୍ଲାକାଙ୍କ ନାଁ ପଠାଯାଇଛି।

ବିଧାନ ସଭା:
ପଦ୍ମପୁର- ସତ୍ୟଭୂଷଣ ସାହୁ,ଦେବରାଜ ବାଘ
ବିଜେପୁର- ରିପୁ ନାଥ ସେଠ, କିଶୋର ଦଫାଦତ
ବରଗଡ଼- ନିପନ ଦାସ, ସାଧୁ ନେପାକ
ଅତାବୀରା- ନିହାର ମହାନନ୍ଦ, ସୁଜାତା ବାଘ
ଭଟଲୀ- ସତ୍ୟନାରାୟଣ ଦେବତା, ସରୋଜ ମହାପାତ୍ର
ଝାରସୁଗୁଡ଼ା- ବିରେନ୍ଦ୍ର ପଣ୍ଡା, ଅଶୋକ ମିଶ୍ର

ତଲସରା- ପ୍ରଫୁଲ ମାଝି, ତ୍ରିକେଣୀ ମାଝି
ସୁନ୍ଦରଗଡ଼- ସୁମିତ୍ରା ବିଶ୍ବାଳ, ଜଟିଆ ମୁଣ୍ଡା
ବୀରମିତ୍ରପୁର- ପଟେଲ ବର୍ଲା, ସୁଷମା ନାୟକ
ରଘୁନାଥ ପାଲି- ଗୋପାଳ ଦାସ, ଗଜେନ୍ଦ୍ର ତାନ୍ତି
ରାଉରକେଲା- ରବି ରାୟ, ବିରେନ ସେନାପତି
ରାଜଗାଙ୍ଗପୁର-ଗେଗ୍ରରୀ ମିନ୍ସ, ରଞ୍ଜନ ଏକା
ବଣେଇ- ଜନାର୍ଦ୍ଦନ ଦେହୁରୀ,
କୁଚିଣ୍ଡା- ରାଜେନ୍ଦ୍ର ଛତ୍ରିଆ,ଶୋଭାରାମ ପ୍ରଧାନ
ରେଙ୍ଗାଳି- ଦୁର୍ଯ୍ୟଧନ ଗଡ଼କିଆ, ତପସ୍ୟା ମହାନନ୍ଦା
ସମ୍ବଲପୁର- ଅଶ୍ବିନୀ ଗୁରୁ, ସୁରେଶ୍ବର ମିଶ୍ର
ରେଢ଼ାଖୋଲ- ଅସରଫ ଅଲ୍ଲି ଖାନ୍ , ଦୁଲାଲ ପ୍ରଧାନ
ଦେବଗଡ଼- ଉମାକାନ୍ତ ସାହୁ, ସେମ ହେମ୍ବ୍ରମ
ଛେଣ୍ଡିପଦା- ସସ୍ମିତା ବହେରା, ନରୋତ୍ତମ ନାୟକ
ତେଲକୋଇ- ମୋହନ ହେମ୍ବ୍ରମ, ହରମୋହନ ସୋରେନ
ଘସିପୁର- ନିରଞ୍ଜନ ପଟ୍ଟନାୟକ, ରତିକାନ୍ତ ବରାଳ
ଆନନ୍ଦପୁର  ଜୟଦେବ ଜେନା, ସଂଗ୍ରାମ ଜେନା
ପାଟଣା- ଗୌର ନାୟକ, ଗୋପେଶ୍ବର ନାୟକ
କେନ୍ଦୁଝର- ବିଦ୍ୟାଧର ଦେହୁରୀ, ସଦ୍ଧେଶ୍ବର ନାୟକ
ଚମ୍ପୁଆ- ପାର୍ଥ ସାରଥୀ ପହି, ବିପ୍ଲବ ମିଶ୍ର
କରଞ୍ଜିଆ- ଜବାମଣି ଟୁଡ଼ୁ, ତ୍ରିଲୋକେଶ୍ବର ନାୟକ
ସାରସକଣା- ବୟରେଲ ସିର୍କା, ଚୈତନ୍ୟ ହାଂସଦା
ରାୟରଙ୍ଗପୁର- ଶ୍ୟାମ ହାଂସଦା, ହେଲେନା ବାଘେ
ବାରିପଦା- କମଳା ତିରିଆ, ରାକେଶ ସିଂ
ମୋରଦା- ହେମନ୍ତ ଦାସ, ପ୍ରଭାକର ମହାପାତ୍ର
ବଡସାହି-ସଞ୍ଜୟ ବେହେରା,କ୍ଷୀରୋଦ ପାତ୍ର
ଜଳେଶ୍ବର-ଦେବିପ୍ରସାଦ ଦାସ, ତପନ ଦାସ
ଭୋଗରାଇ-ସତ୍ୟଶିବ ଦାସ,ଉମାରଣୀ ପାତ୍ର
ବସ୍ତା-ବିଜନ ନାୟକ,ସଞଅଜୀବ ପାଢୀ
ବାଲେଶ୍ବର-ମାନସ ଦାସ ପଟ୍ଟନାୟକ,ଗୋପାଳ ଖଣ୍ଡେଲଏ୍ବାଲା
ନୀଳଗିରି- ଅକ୍ଷୟ କୁମାର ଆଚାର୍ଯ୍ୟ,ଜୋତ୍ସା ଦେବୀ ମର୍ଦ୍ଦରାଜ
ସୋର-ମହେଶ୍ବର ସେଠୀ, ମୃତ୍ୟୁଞ୍ଜୟ ଜେନା
ସିମୁଳିଆ-ଶରତ ରାଜ, ରବି ଶତପଥୀ
ଭଣ୍ଡାରୀପୋଖରୀ-ନିରଞ୍ଜନ ପଟ୍ଟନାୟକ,ସୁବ୍ରତ ଦାସ
ଭଦ୍ରକ-ନରେନ ପଲାଇ, ନଳୀନି କାନ୍ତ ମହାନ୍ତି
ବାସୁଦେବପୁର-ଅଶୋକ ଦାସ,ଲପୁ ମହାକୁଡ
ଧାମନଗର-ବିଦ୍ୟାଧର ଜେନା, କୁମାରଶ୍ରୀ ଚିରଞ୍ଜିବୀ
ଚାନ୍ଦବାଲି- ଅମୀୟ ମହାପାତ୍ର, ଜ୍ୟୋତି ପ୍ରକାଶ ମହାନ୍ତି
ବରି- ମନୋଜ ମହାପାତ୍ର, ଉମେଶ ଚନ୍ଦ୍ର ଜେନା
ବଡ଼ଚଣା: ସୀତକାନ୍ତ ମହାପାତ୍ରଳ ଶୁଭେନ୍ଦୁ ମହାନ୍ତି
ଧର୍ମଶାଳା- ସ୍ମୃତିରେଖା ପହି, କିଶାନ ପଣ୍ଡା
ଯାଜପୁର- ସନ୍ତୋଷ କୁମାର ନନ୍ଦ, ବଳଭଦ୍ର ଦାସ
କୋରେଇ -ବନ୍ଦିତା ପରିଡ଼ା ହରେକୃଷ୍ଣ ସାହୁ
ସୁକିନ୍ଦା- ସଂଯୁକ୍ତା ରାଉତ, ଶରତ ରାଉତ
ଢ଼େଙ୍କାନାଳ- ନବୀନ ଚନ୍ଦ୍ର ନାରାୟଣ ଦାସ, ସରୋଜ ପଟ୍ଟନାୟକ
ହିନ୍ଦୋଳ- ମମତାଞ୍ଜଳୀ ବେହେରା, ବାମଦେବ ନାୟକ
କାମାକ୍ଷାନଗର- ଭବାନୀଶଙ୍କର ମହାପାତ୍ର, ପ୍ରବଳକାନ୍ତି ସାହୁ
ପରଜଙ୍ଗ-ବିମଳା ବେହେରା, ସନ୍ତୋଷ ରାଉତ
ପାଲଲହଡ଼ା- ସୁବୋଧ ଚନ୍ଦ୍ର ପାଣି, ସୁବ୍ରତ ଗଡ଼ନାୟକ
ତାଳଚେର- ସୁରେଶ ଚନ୍ଦ୍ର ବେହେରା, ପ୍ରଫୁଲ୍ଲ ଦାସ
ଅନୁଗୋଳ- ବିପ୍ଲବ ଜେନା, ଅମ୍ବିକା ଭଟ୍ଟ
ବିରମହାରାଜା ପୁର- ବିନୋଦ ପାତ୍ର, ଭୋଲାରାମ ସାଗର
ସୋନପୁର- ଚନ୍ଦ୍ରମଣୀ ତ୍ରୀପାଠୀ, ଶଙ୍କର ଦାସ
ଲୋହିସିଂହା (ସଂ)- ନବ କିଶୋର ନାୟକ, ସନ୍ତୋଷ କୁମ୍ଭାର
ପାଟଣାଗଡ- ରମେଶ ପୁରୋହିତ, ଅନିଲ ମେହେର
ବଲାଙ୍ଗୀର- ନରସିଂହ ମିଶ୍ର, ଅମରେନ୍ଦ୍ର ମିଶ୍ର
ଟିଟିଲାଗଡ- ସୁରେନ୍ଦ୍ର ସିଂହ ଭୋଇ, ରୁପେଶ ବେହେରା
କଣ୍ଟାବାଞ୍ଝି- ସନ୍ତୋଷ ସିଂହ ସାଲୁଜା, ସୁଧା ଦାସ
ନୂଆପଡା- ଘାସିରାମ ମାଝୀ, ସୁରେଶ ଆଜାଦ
ଖରିଆର- ଅଧିରାଜ ପାଣିଗ୍ରାହୀ, ତମଲ ତାଣ୍ଡି
ଲାଞ୍ଜିଗଡ (ସଂ)- ଶିବାଜୀ ମାଝୀ, ପ୍ରଦୀପ ଦିଶାରୀ
ଜୁନାଗଡ- ଗୋବର୍ଦ୍ଧନ ଦାସ, ଅନିଲ ସିଂହଦେଓ
ଧର୍ମଗଡ ; ଦିଗାମ୍ବର ଦୁରିଆ, ତରୁଣ ମାଝୀ
ଭବାନୀପାଟଣା ; ସାଗର ଦାସ, ଭାରତ ବେମାଲ
ନର୍ଲା ; ଜଗନ୍ନାଥ ପଟ୍ଟନାୟକ, ଚିତ୍ତ ରଞ୍ଜନ ମଣ୍ଡଳ
ଉମରକୋଟ ; ଜତିନ୍ଦ୍ର ଗଣ୍ଡା
ଝରିଗାଁ , ଉଲ୍ଲାଧର ମାଝୀ, ମହେଶ୍ବର ବାତ୍ରା
ନବରଙ୍ଗପୁର ; ସଦନ ନାୟକ, ଅଖିଳା ଭାତ୍ରା
ଡାବୁଗାଁ ; ଭୁଜବଳ ମାଝୀ
କୋଟପାଡ  ଚନ୍ଦ୍ରଶେଖର ମାଝୀ
ମାଲକାନଗିରି- ମାଳ ମାଢୀ
ଚିତ୍ରକୋଣ୍ଡା  ଲକ୍ଷ୍ମୀପ୍ରିୟା ନାୟକ, ବଳରାଜ କୋଟ୍ଟେ
ବାଲିଗୁଡା ; କେଶବ ପ୍ରଧାନ, ସାଇମନ୍ ମଲ୍ଲିକ
ଜି. ଉଦୟଗିରି ; ଜାକବ ପ୍ରଧାନ, ପ୍ରତାପ ପ୍ରଧାନ
ଫୁଲବାଣୀ ; ସୁଗର୍ଶନ କହଁର, ତୁଷାର କହଁର
କଣ୍ଟାମାଳ ; ସୁଧୀର ମହାକୁଢ, ପ୍ରଶାନ୍ତ ସାହୁ
ଦଶପଲ୍ଲା ; କୈଳାସ ଚନ୍ଦ୍ର ମୁଖୀ
ଭଞ୍ଜନଗର ; ପ୍ରଶାନ୍ତ ବିଶୋୟୀ, ସଞ୍ଜୟ ତ୍ରିପାଠୀ
ବଡମ୍ବା ; ବିଭସ ମହାନ୍ତି, ମନୋଜ ସାହୁ
ବାଙ୍କୀ ; ଦେବାଶିଷ ପଟ୍ଟନାୟକ, ରବି ମଲ୍ଲିକ
ଆଠଗଡ ; ଉମା ବଲ୍ଲଭ ରଥ, ବିଚିତ୍ରା ନନ୍ଦ ମୁଦୁଲି
ବାରବାଟୀ-କଟକ ; ମହମ୍ମଦ ମୋକିମ୍, ସୁରେଶ ମହାପାତ୍ର
ଚୌଦ୍ବାର-କଟକ ; ଜଗଦିଶ ମହାନ୍ତି, ମାନସ ଚୌଧୁରୀ
କଟକ ସଦର ; ବାଙ୍କନିଧି ବେହେରା, ରତ୍ନାକର ବେହେରା
ଖଣ୍ଡପଡା ; ବିନୋଦିନୀ ମହାନ୍ତି
ସାଲେପୁର ; ପ୍ରକାଶ ଚନ୍ଦ୍ର ବେହେରା, ଗୁରୁପଦ ନନ୍ଦ
ମାହାଙ୍ଗା ; ଦେବେନ୍ଦ୍ର ସାହୁ, ପ୍ରଦୀପ୍ତ ଦାଶ
ପାଟକୁରା ; ଜୟନ୍ତ ମହାନ୍ତି, ଚିନ୍ମୟ ବେଉରା
କେନ୍ଦ୍ରାପଡା ; ଗଣେଶ୍ବର ବେହେରା, ହଳଧର ସେଠୀ
ଆଳି ; ଦେବେନ୍ଦ୍ର ଶର୍ମା, ମାନସ ମଲ୍ଲିକ
ରାଜନଗର ; ଅଂଶୁମାନ ମହାନ୍ତି, ମିଟୁ ଦାସ
ମହାକାଳପଡା ; ବିଭ୍ରାଂଶୁ ଲେଙ୍କା, ଲୋକନାଥ ମହାରଥୀ
ନିଆଳି ; ପ୍ରଶାନ୍ତ ମଲ୍ଲିକ, ଅଭିମନ୍ୟୁ ମଲ୍ଲିକ
ପାରାଦୀପ ; ପ୍ରମୋଦ ଜେନା, ଅରିନ୍ଦମ ସର୍ଖେଲ
ତିର୍ତ୍ତୋଲ ; ପ୍ରତିମା ମଲ୍ଲିକ, ଦେବୀ ମଲ୍ଲିକ
ବାରିକୁଦା-ଏରସମା ; ଲଲାଟେନ୍ଦୁ ମହାପାତ୍ର, ସାରଦା ଜେନା
ଜଗତସିଂହପୁର ; ଚିରଞ୍ଜିବ ବିଶ୍ବାଳ, ବିଷ୍ଣୁ ଚରଣ ବାରିକ
କାକଟପୁର ; ବିଶ୍ବ ରଞ୍ଜନ ଦାସ, ରବିନ୍ଦ୍ର ସେଠୀ
ନିମାପଡା ; ସତ୍ୟବ୍ରତ ପାତ୍ର, ଦିଲ୍ଲୀପ ନାୟକ
ପୁରୀ ; ବିନାୟକ ଦାସମହାପାତ୍ର, ବିଶ୍ବଜିତ୍ ମହାନ୍ତି
ବ୍ରହ୍ମଗିରି- ଉମାକାନ୍ତ ବରାଳ, ବାନାମ୍ବର ବାରିକ୍
ସତ୍ୟବାଦୀ ; ପ୍ରସାଦ ହରିଚନ୍ଦନ, ସ୍ନେହାଶ୍ରୀ ହରିଚନ୍ଦନ
ପିପିଲି ; ଅଜିତ୍ ମଙ୍ଗରାଜ, ଯୁଧିଷ୍ଠିର ସାମନ୍ତରାୟ
ଚିଲିକା ; ପ୍ରଦୀପ ସ୍ବାଇଁ, ଜାନକୀ ବଲ୍ଲଭ ପଟ୍ଟନାୟକ
ରଣପୁର ; ଶୁଭଶ୍ରୀ ପଣ୍ଡା, ସତ୍ୟବ୍ରତ ନାୟକ
ନୟାଗଡ ; ରଞ୍ଜିତ ଦାସ, ମନୋଜ ସାହୁ
ଜୟଦେବ ; ଜୟନ୍ତ ଭୋଇ, ରାଘବ ସେଠୀ
ଭୁବନେଶ୍ବର ମଧ୍ୟ; ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର
ଭୁବନେଶ୍ବର ଉତ୍ତର- ଅଭିଳାଷ ମାଣିଆ, ଇତିଶ୍ ପ୍ରଧାନ
ଏକାମ୍ର ଭୁବନେଶ୍ବର ; ଶିବାନନ୍ଦ ରାୟ, ରଶ୍ମୀ ମହାପାତ୍ର
ଜଟଣୀ ; ସୁରେଶ କୁମାର ରାଉତରାୟ, ଜାନକି ବଲ୍ଲଭ ପଟ୍ଟନାୟକ
ବେଗୁନିଆ ; ପୃଥ୍ବୀ ବଲ୍ଲଭ ପଟ୍ଟନାୟକ
ଖୋର୍ଦ୍ଧା ; ରାମଚନ୍ଦ୍ର ମହାପାତ୍ର, ସ୍ବାଗତିକା ପଟ୍ଟନାୟକ
ପୋଲସରା ; ଉତ୍ତମ ଦାସ, ଅଶଷ୍ଠି ବରାଳ
କବିସୂର୍ଯ୍ୟନଗର- ସୀତାରାମ ପାଣିଗ୍ରାହୀ, ବିଜୟ ସାହୁ
ଆସ୍କା ; ମନୋଜ କୁମାର ଜେନା, ସ୍ବରୁପା ପାଣିଗ୍ରାହୀ
ସୋରଡା ; ଦତ୍ତତ୍ରୟ ମହାନ୍ତି, ସଂଗ୍ରାମ ମହାନ୍ତି
ସାନଖେମୁଣ୍ଡି ; ରମେଶ ଚନ୍ଦ୍ର ଜେନା
ହିଞ୍ଜିଳି ; ଶମ୍ଭୁ ପାଣିଗ୍ରାହୀ, ନିରଞ୍ଜନ ପାଣିଗ୍ରାହୀ
ଗୋପାଳପୁର ; ଏସ୍, ଧର୍ମାରେଡ୍ଡୀ, ପିତବାସ ପଣ୍ଡା
ବ୍ରହ୍ମପୁର ; ଦୀପକ ପଟ୍ଟନାୟକ, ଲିଙ୍ଗରାଜ ଚୌଧୁରୀ
ଦିଗପହଣ୍ଡି ; ସାକା ସୁଜିତ୍ କୁମାର, ସୁଧୀର ଦେଓ
ଚିକିଟି ; ରବୀନ୍ଦ୍ର ସାମନ୍ତରାୟ, ପ୍ରମୋଦ କୁମାର ଦାଶ
ମୋହନା ; ଦାଶରଥୀ ଗମାଙ୍ଗ, ଜୟନ୍ତ ଦଳବେହେରା
ପାରଳାଖେମୁଣ୍ଡି ; କେ.ସୂର୍ଯ୍ୟ ରାଓ, ତିରୁପତି ପାଣିଗ୍ରାହୀ
ଗୁଣୁପୁର ; ପୁରୁଷୋତ୍ତମ ଗମାଙ୍ଗ,
ବିଷମକଟକ ; ଡମ୍ବରୁଧର ଉଲ୍ଲାକା, କାଦ୍ରକା ଆପାଲ୍ ସ୍ବାମୀ
ରାୟଗଡା ; ପୂର୍ଣ୍ଣଚନ୍ଦ୍ର ମାଝୀ, ମକରନ୍ଦ ମୁଦୁଲି
ଲକ୍ଷ୍ମୀପୁର ; କୈଳାଶ କୁଲେସିକା,
ଜୟପୁର ; ତାରା ପ୍ରସାଦ ବାହିନୀପତି, ମିନାକ୍ଷୀ ବାହିନୀପତି
କୋରାପୁଟ ; ନିମାଇଁ ସରକାର, ତାନିସ୍ କୁଲଦୀପ
ପଟ୍ଟାଙ୍ଗୀ ; ରାମଚନ୍ଦ୍ର କଡାମ

ତେବେ ଆଗାମୀ ୧୧ ତାରିଖରେ ସିଇସି କମିଟି ବୈଠକ ବସିବା ପରେ ସ୍କ୍ରିନିଂ କମିଟି ଓ ଏଆଇସିସି ରିପୋର୍ଟ ଆଧାରରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ଆସନ୍ତା ୧୫ କିମ୍ବା ୧୬ ତାରିଖରେ ପ୍ରକାଶ ପାଇବ ।

LEAVE A REPLY

Please enter your comment!
Please enter your name here