Home ବଡ ଖବର ବଡଦିନ ରେ ଗୁଳି ଫୁଟିଲା ବଡ଼ଦାଣ୍ଡରେ

ବଡଦିନ ରେ ଗୁଳି ଫୁଟିଲା ବଡ଼ଦାଣ୍ଡରେ

330
0

ପୁରୀ ଗୁଣ୍ଡିଚାମନ୍ଦିର ଆଗରେ ଗୁଳିମାଡ଼,
ଗୁଳିମାଡ଼ରେ ଦୁର୍ଦ୍ଦାନ୍ତ ଅପରାଧୀ ସଞ୍ଜୟ ବେହେରା ଆହତ, ଗୁରୁତର ସଞ୍ଜୟ ଓରଫ ପାରା AIIMSକୁ ସ୍ଥାନାନ୍ତରିତ, ପୂର୍ବ ଶତ୍ରୁତାକୁ ନେଇ ଗୁଳିମାଡ଼ କରି ୩ ଦୁର୍ବୃତ୍ତ ଫେରାର
ଘଟଣାସ୍ଥଳରୁ ୨ଟି ଖୋକା ଜବତ କଲା ପୋଲିସ

LEAVE A REPLY

Please enter your comment!
Please enter your name here